Site icon Awaj Media

ଗମ୍ଭାରୀ ମୁଣ୍ଡା ପଞ୍ଚାୟତ ମା ଖୀଲାମୁଣ୍ଡା ଦେବୀଙ୍କମନ୍ଦିର ପ୍ରାଣଙ୍ଗରେ ପୂର୍ବତନ ବିଧାୟକ ଙ୍କ କର୍ମୀ ସମ୍ମିଳନୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ମା ଖିଲାମୁଣ୍ଡା ଦେବୀଙ୍କ ପ୍ରାଣାଙ୍ଗରେ ପୂର୍ବତନ ବିଜେଡ଼ି ବିଧାୟକ ରଘୁନାଥ ସାହୁ ଆଜି କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ କରିଛନ୍ତି । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତ ସମସ୍ତ କର୍ମୀ ହେଲେଣି ରେଡ଼ି । ଆଗକୁ ନଜର ରଖି ଚାଲିଛି ସଜବାଜ ଦଳୀୟ କର୍ମୀଙ୍କ । କେମିତି ଚିଲିକା ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଦେଖିବା ପାଇଁ ଇଚ୍ଛା କରିଛନ୍ତି ଦଳୀୟ କର୍ମୀ । ସେହିଭଳି ଆଜି ବାଣପୁର ବ୍ଲକ ଗମ୍ଭାରୀମୁଣ୍ଢା ପଞ୍ଚାୟତରେ ସମସ୍ତ କର୍ମୀ ଆଜି ପୂର୍ବତନ ବିଧାୟକଙ୍କୁ ଦେଖି ଜୋରରେ ତାଳି ମାରି ସ୍ୱାଗତ କରିଥିଲେ । ବେଳକୁ ବେଳ ନିର୍ବାଚନ ପାଖେଇ ଆସୁଥିବାରୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବେ ଜୋର ସୋରରେ ବିଜୁ ଜନତା ଦଳର ସଂଗଠନ କାମ ଆରମ୍ଭ କରିଛନ୍ତି ।

Exit mobile version