Site icon Awaj Media

ଜଙ୍ଗଲ ଜମି ପଟ୍ଟା ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ତହସିଲ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏହି ପଟ୍ଟାବଣ୍ଟନ କାର୍ଯ୍ୟକ୍ରମରେ ରାୟଗଡ ତହସିଲ ର ଗଙ୍ଗାବାଡ଼ ପଞ୍ଚାୟତ ବଡ଼ପଥେଡୁଆ, ଡିମରି ଗାଁ, ବାରଘର ଏବଂ ସାନପଠେଡିଆ ଗ୍ରାମର ସତୁରୀ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇ ଥିବାର ଜଣାପଡ଼ିଛି ।

Exit mobile version