Site icon Awaj Media

ନୂଆଗାଁ ରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି . ପ୍ରଥମେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମହୀପୁର ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ l ତାପରେ ଦଶପଲ୍ଲା ଠାରେ ବିଜେଡି ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନୂଆଗାଁ ପଡିଆରେ ଏକ ବିଶାଳ ସମାବେଶ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଉପସ୍ଥିତ ଥିବାବେଳେ, ସମ୍ମାନୀତ ଅନ୍ୟାନ ଅତିଥି ଭାବେ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ଉପଧକ୍ଷ୍ୟା ପୁଷ୍ପାଞ୍ଜଳି ସାହୁ , ବିଜେଡି ସଭାପତି ସନ୍ୟାସୀ ସମାଲ, ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଛାତ୍ର ଉପ ସଭାପତି ଅମୁଲ୍ୟ ସାହୁ , ଜିଲ୍ଲା ଉପ ସଭାପତି ଦିଲୀପ ଦଳବେହେରା , ବ୍ଲକ ଛାତ୍ର ସଭାପତି ସୁବ୍ରତ ପରିଡା, ଯୁବ ବିଜେଡି ଉପ ସଭାପତି ସଞ୍ଜୀବ କୁମାର , ବିଭୁତି ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ଗୋଲକ ବିହାରୀ ଗୋଛୟତ, ଜିଲ୍ଲା ଯୁବ ସମ୍ପାଦକ ସନ୍ତୋଷ କୁମାର ନାୟକ, ସୁଶାନ୍ତ କୁମାର ପଢ଼ିଆରୀ ଇତ୍ୟାଦି ଯୋଗ ଦେଇଥିଲେ l

Exit mobile version