Site icon Awaj Media

ମା ଚର୍ଚ୍ଚିକା ମନ୍ଦିରରେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନୂଆ ବର୍ଷରେ ବନ୍ଦ ରହିବ ମା ଚର୍ଚ୍ଚିକାଙ୍କର ସାଧାରଣ ଦର୍ଶନ . କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ମା ଙ୍କର ସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଜଣାପଡିଛି . ପର୍ଯ୍ୟଟନ ଋତୁ ବିଶେଷ କରି ନବ ବର୍ଷ ପାଇଁ ମା ଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମୁଛି . ତେଣୁ ସରକାରୀ ଗାଇଡ଼ ଲାଇନ ଅନୁପାଳନ ପାଇଁ ମା ଙ୍କର ସାଧାରଣ ଦର୍ଶନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି . ତେବେ ମନ୍ଦିର ଭିତରେ ମା ଙ୍କର ସମସ୍ତ ନୀତିକାନ୍ତି ବିଧି ମୁତାବକ କରାଯିବ .

Exit mobile version