Site icon Awaj Media

ଶିଶୁ ପ୍ରତିଭା ଶାଶ୍ଵତ ଦାସ ବହୁବିଧ ସେବାକାର୍ଯ୍ୟ ମାଧ୍ୟମରେ ପାଳିଲେ ୧୩ ତମ ଜନ୍ମ ଦିବସ !!!

Spread the love

କଟକ ସଦର ( ଆୱ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଇଂ. ବିମଳ ଚନ୍ଦ୍ର ଦାସଙ୍କ ପୁତ୍ର ଶାଶ୍ଵତ ଦାସଙ୍କ ୧୩ତମ ଜନ୍ମ ବାର୍ଷିକ ନିଆରା ଢଙ୍ଗରେ ବିଭିନ୍ନ ସେବାକାର୍ଯ୍ୟ ସହ ପାଳିତ ହୋଇଯାଇଛି । ଏହି ଶୁଭ ଦିନରେ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପରିବାର ସହ ବହୁ ସଂଗଠନ, ସ୍ୱଜନ ପରିବାର, ବିଭିନ୍ନ ଅତିଥି ବର୍ଗ ଉପସ୍ଥିତ ରହି କୁମାର ଶାଶ୍ଵତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

Exit mobile version