Site icon Awaj Media

ଯାଜପୁର ଜିଲ୍ଲାର ସାତନମ୍ବର ଜୋନରୁ ଭାଜପା ରୁ ଚିନ୍ମୟୀ ଓ ଛଅ ନମ୍ବର ଜୋନରୁ ବିଜେଡି ରୁ ମାମିନାଙ୍କ ପ୍ରାର୍ଥୀପତ୍ର ଦାଖଲ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନର ମାହୋଲ ସରଗରମ ଚାଲିଥିବା ବେଳେ, ଯାଜପୁରରେ ତ୍ରିମୁଖୀ ଲଢେ଼ଇ ଜୋର ଧରିବା ଆରମ୍ଭ କରି ସାରିଲାଣି । ଏହି ନିର୍ବାଚନରେ ଗତକାଲି ସାତ ନମ୍ବର ଜୋନରୁ ଭାଜପା ରୁ ଜିଲା ପରିଷଦ ପ୍ରାର୍ଥୀନୀ ଭାବେ ଶ୍ରୀମତୀ ଚିନ୍ମୟୀ ପାଣ୍ଡବ ଓ ଛଅ ନମ୍ବର ଜୋନରୁ ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଭାବରେ ମାମିନା ମଲ୍ଲିକ ଯାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Exit mobile version