Site icon Awaj Media

ରଜୀବ ଗ୍ରାମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର !!!

Spread the love

ଲୋକ ବିକାଶ ଫାଉଣ୍ଡେସନ ଏବଂ ମଡର୍ଣ୍ଣ ଆଇ କେୟାର ର ମିଳିତ ପ୍ରୟାସ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଗ୍ରଣୀ ସାମାଜିକ ସଂଗଠନ ଲୋକ ବିକାଶ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ମାଗଣା ଚକ୍ଷୁ ଚିକିତ୍ସା ଶିବିର . ବାଙ୍କୀ ବ୍ଲକ ଅନ୍ତର୍ଗତ ରଜୀବ ଗ୍ରାମରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଗ୍ରାମରୁ ରୋଗୀମାନେ ପହଞ୍ଚି ଚକ୍ଷୁ ସମସ୍ୟା ସମ୍ପର୍କରେ ପରାମର୍ଶ ଗ୍ରହଣ କରିଥିଲେ . ସାପ୍ତାହିକ ଖବର କାଗଜ ଭୋକିଲା ପେଟ ଏବଂ ମଡର୍ଣ୍ଣ ଆଇ କେୟାର ର ମିଳିତ ଉଦ୍ୟମରେ ଏହି ଶିବିର ଆୟୋଜନ କରାଯାଇଛି .

Exit mobile version