Site icon Awaj Media

ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡରେ ସୂର୍ଯ୍ୟ ନମସ୍କାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡରେ ଆୟୋଜିତ ହୋଇଯାଇଛି ସୂର୍ଯ୍ୟ ନମସ୍କାର ପ୍ରଶିକ୍ଷଣ ଶିବିର . ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ସୂର୍ଯ୍ୟ ନମସ୍କାର ପ୍ରଶିକ୍ଷଣ ଶିବିର ପରିଚୟ ବର୍ଗ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଉକ୍ତ ବୈଠକରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର ବହୁ ବରିଷ୍ଠ କାର୍ଯ୍ୟକାର୍ତ୍ତା ଉପସ୍ଥିତ ରହିଥିଲେ . ଆୟୋଜିତ ଶିବିରରେ ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ରହିଥିବା ସମୟରେ ସଂଗଠନର ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

Exit mobile version