Site icon Awaj Media

ବିଳମ୍ବିତ ରାତିରେ ଦୋକାନ ଘରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବ୍ଲକ୍ ଛକ ଠାରେ ଗୋଟିଏ ମାଛ ବିକ୍ରୀ ଦୋକାନ ଓ ଗୋଟିଏ ଚା’ ଦୋକାନ ରେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି . ଘଟଣା ସମ୍ପର୍କରେ ପୃଥକ୍ ପୃଥକ୍ ଭାବେ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ ହୋଇଛି । ଉଭୟ ଦୋକାନ ରେ ଥିବା ଲକ୍ଷାଧିକ ଟଙ୍କା ର ସଂପତ୍ତି ପୋଡ଼ି ଯାଇଥିବା ସୂଚନା । କେଉଁ କାରଣରୁ ଦୁର୍ବୃତ୍ତ ମାନେ ଦୋକାନ ରେ ନିଆଁ ଲଗାଇଲେ କିମ୍ବା ଆଉ କିଛି ଅଗ୍ନିକାଣ୍ଡ ର କାରଣ, ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ।

Exit mobile version