Site icon Awaj Media

ତେଲମରା ଗୁଣ ଥିଲେ ଦଳୀୟ ଟିକେଟ ମିଳିବା ଥୟ !!!

Spread the love

!!! ବାଙ୍କୀ ରେ ନେତା ହେବା ପାଇଁ ଜନସେବା ଆବଶ୍ୟକ ନାହିଁ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇ ସାରିଛି ପ୍ରଚାର . କଟକ ଜିଲ୍ଲାର ବାଙ୍କୀ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୂଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଥିବା ସମୟରେ କଂଗ୍ରେସ କୁ ଛାଡି ଅନ୍ୟ ଦୁଇ ଦଳ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଚୟନକୁ ନେଇ ସମାଲୋଚନାର ଶୀକାର ହୋଇଛନ୍ତି .

Exit mobile version