Site icon Awaj Media

ବିଲେଇ ଛୁଆର ଅନାବିଳ ବାତ୍ସଲ୍ୟ ପ୍ରେମ ଆଗରେ ହାର ମାନିଛି କୁକୁର !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର । ମଣିଷ ହେଉ ଅବା ପଶୁ ହେଉ ନିଜ ଛୁଆକୁ ଜନ୍ମ ଦେବା ପରେ ସ୍ତନ୍ୟପାନ କରାଇଥାନ୍ତି । କିନ୍ତୁ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ . ବିଲେଇ ଏବଂ କୁକୁର ମଧ୍ୟରେ ଅହି ନକୁଳ ସମ୍ପର୍କ ଥିଲେ ମଧ୍ୟ ଗୋଟିଏ ବିଲେଇ ଛୁଆକୁ ବାତ୍ସଲ୍ୟ ମମତା ରେ ଅନ୍ଧ ହୋଇ କୁକୁର କ୍ଷୀର ଖୁଆଇବା ସହ ତା ସହ କୌତୁକରେ ଖେଳିବା ଦୃଶ୍ୟ ଯେତିକି ଆମୋଦଦାୟକ ତା ଠାରୁ ଢେର ଗୁଣରେ ଆଶ୍ଚର୍ଯ୍ୟ ଜନକ । ଏପରିକି ବିଲେଇ ଛୁଆଟିକୁ ଆକ୍ରମଣ ନ କରି ତା ସହିତ ଖେଳିବା ଆହୁରି ରୋଚକପୂର୍ଣ୍ଣ ।

Exit mobile version