Site icon Awaj Media

କୂଳସରିଚୁଆଁ ପଞ୍ଚାୟତ ଫାଇଟ : ମୈଦାନରେ ସମାଜସେବୀ ବନମାଳୀ ବିହାରୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ପଞ୍ଚାୟତ ରାଜନୀତି . କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା କୂଳସରିଚୁଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସମାଜସେବୀ ବନମାଳୀ ବିହାରୀ ନିର୍ବାଚନ ଲଢ଼ୁଛନ୍ତି . ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜାରି ରଖିଛନ୍ତି ପ୍ରଚାର ଅଭିଯାନ . ଖୋଲାଛତା ଚିହ୍ନରେ ନିର୍ବାଚନ ଲଢ଼ୁଥିବା ଶ୍ରୀଯୁକ୍ତ ବିହାରୀଙ୍କ ପ୍ରତି ଆସ୍ଥା, ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ, ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି ।

Exit mobile version