Site icon Awaj Media

ରାଜ ସୁନାଖଳା ରେ ଜୋରଦାର ଲଢେଇ

Spread the love

ନୟାଗଡ ( ଆୱାଜ ମିଡିଆ) – କିଶୋର ମହାପାତ୍ର : ସରଗରମ ହେବାରେ ଲାଗିଛି ପଞ୍ଚାୟତ ନିର୍ବାଚନ। ପ୍ରାର୍ଥୀ ମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରାଜ ସୁନାଖଳ ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ହେଉଥିବା ଦେଖାଦେଇଛି। ଲଙ୍ଗଳ ଚିହ୍ନ ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ସତ୍ୟନାରାୟଣ ମହାପାତ୍ର ପ୍ରଚାର ମଇଦାନରେ ଆଗୁଆ ଥିବା ଜଣାପଡିଛି। ପ୍ରତିଦ୍ବନ୍ଦ୍ବିତା କରୁଥିବା ଅନ୍ୟ ତିନି ଜଣ ପ୍ରାର୍ଥୀ ହାଇ ଭୋଲଟଜ୍ ପ୍ରଚାର ଚଳାଇଥିଲେ ମଧ୍ୟ ଲଙ୍ଗଳ ଚିହ୍ନ ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ସତ୍ୟନାରାୟଣ ମହାପାତ୍ରଙ୍କ ନମ୍ର ଶାନ୍ତ ସରଳ ସ୍ଵଭାବ ଏବଂ ପଞ୍ଚାୟତ କୁ ନୂତନ ଭାବେ ଗଢିତୋଳିବା ର ସଂକଳ୍ପ ଭୋଟର ମାନେ ଏକ ପ୍ରକାର ଲଙ୍ଗଳ ଚିହ୍ନ କୁ ଜିତାଇବା ପାଇଁ ମନସ୍ଥ କରିଥିବା ପଞ୍ଚାୟତ ବାସି ଆଲୋଚନା କରୁଥିବା ଜଣାପଡିଛି।

Exit mobile version