Site icon Awaj Media

କଣ୍ଡରେଇ ପଞ୍ଚାୟତ ଫାଇଟ୍ : ମୈଦାନରେ ଦକ୍ଷ ସଂଗଠକ ତଥା ଶିକ୍ଷାବିତ କୁଳମଣି ବେଉରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ଚଲାଇଛନ୍ତି ଜୋରଦାର ପ୍ରଚାର . ଆଠଗଡ଼ ବ୍ଲକ ଅନ୍ତର୍ଗତ କଣ୍ଡରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ଥୀ ଭାବେ ସମାଜସେବୀ ତଥା ବିଶିଷ୍ଟ ରାଜନୀତିଜ୍ଞ କୁଳମଣି ବେଉରା ପ୍ରାର୍ଥୀପତ୍ର ଦାଖଲ ପରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଛନ୍ତି , ତାଙ୍କ ଚିହ୍ନ ଖୋଲାବହି । ଜନସାଧାରଣଙ୍କ ସାରସ୍ଵତ ସାଧକ ବେଉରାଙ୍କ ପ୍ରତି ଆସ୍ଥା, ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ, ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି ।

Exit mobile version