ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଏକ ହଜାର ଭୋଟ ବ୍ୟବଧାନ ଟାର୍ଗେଟ କୁ ଅତିକ୍ରମ କରି ଗଲେଣି ଭାଗିରଥି ପାଣି . ଡମପଡା ବ୍ଲକ ରଗଡି ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଲଢ଼ୁଥିବା ଶାସକ ଦଳ ସମର୍ଥିତ ପ୍ରାର୍ଥୀ ଭାଗିରଥି ପାଣି ପାଲଟିଛନ୍ତି ଭୋଟର ଙ୍କ ପ୍ରଥମ ପସନ୍ଦ . ଡମପଡା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଅନ୍ୟତମ ଦାବିଦାର ଭାଗିରଥି ପଞ୍ଚାୟତ ବାସୀଙ୍କ ଆଶୀର୍ବାଦରେ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନ ପକ୍କା କରି ସାରିଥିବା ସମୟରେ ଦଳୀୟ ମୁଖିଆଙ୍କ କୃପା ରହିଲେ ଅଧ୍ୟକ୍ଷ ପଦରେ ବସି ପାରିବେ ବୋଲି ଆରମ୍ଭ ହେଲାଣି ଚର୍ଚ୍ଚା .
ରଗଡି ପଞ୍ଚାୟତ ରେ ଭୋଟର ଙ୍କ ଫେଭରିଟ : ଭାଗିରଥି ପାଣି !!!

