Site icon Awaj Media

ବାଙ୍କୀ ର ୩୭ ଏବଂ ୩୪ ନମ୍ବର ଜୋନ ରେ ବିଜେଡି ର ବାଜିମାତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରଥମ ଦିନର ଭୋଟ ଗଣତି ପରେ ବାଙ୍କୀ ବିଜେଡି ଶିବିରରେ ଖୁସିର ଲହରୀ . ବାରଙ୍ଗ ୩୨ ନମ୍ବର ଜିଲ୍ଲା ପରିଷଦ ଆସନ ଦଳ ହାତରୁ ଖସି ଯାଇଥିଲେ ସୁଦ୍ଧା ପଶ୍ଚିମ ବାଙ୍କୀ ର ୩୪ ଏବଂ ସଦର ଜୋନ ୩୭ ନମ୍ବରରେ ବାଜିମାତ କରିଛନ୍ତି ଦଳୀୟ ପ୍ରାର୍ଥୀ .

Exit mobile version