Site icon Awaj Media

ଧର୍ମପ୍ରାଣା ମହିଳା କମଳା ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଗତସିହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତ ନୂଆଶାସନ ଗ୍ରାମର ସ୍ୱର୍ଗତ ବାସୁଦେବ ମିଶ୍ରଙ୍କ ପତ୍ନୀ କମଳା ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କମଳା ମିଶ୍ର ଜଣେ ଉଦାର ମଣିଷ ଥିଲେ ତାଙ୍କ ମନ୍ତ୍ର ଥିଲା ମାନବ ସେବା ହିଁ ମାଧବ ସେବା । ସେ ତାଙ୍କ ଜୀବନ କାଳ ମଧ୍ୟରେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି , ନିଜେ ନ ଖାଇ ଅନ୍ୟକୁ ନିଜ ଖାଦ୍ୟ ପ୍ରଦାନ କରିବାର ଦେଖାଯାଏ । ସେ ସବୁବେଳେ ତାଙ୍କ ନିଜ କର୍ମରେ ବିଶ୍ୱାସ କରୁଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଚ୍ଚିକାନ୍ତ ଓତା, ତପନ ବୈଶାଖ, ଉମାଶଙ୍କର ପଟ୍ଟନାୟକ, ପୁତ୍ର ଶଶି ଭୂଷଣ ମିଶ୍ର, କୈଳାଶ ଚନ୍ଦ୍ର ମିଶ୍ର, ଜ୍ୱାଇଁ ଚନ୍ଦ୍ରମଣି ନନ୍ଦ, ନରେନ୍ଦ୍ର ନନ୍ଦ, ବୋହୂ ସବିତା, ମମତା, ସୁଜାତା ଝିଅ ଟୁନିଆ, କୁନି ପୁତୁରା ବୋହୂ ପ୍ରେମଲତା, ଝୁନୁ, ଗାୟତ୍ରୀ , ସଞ୍ଜୁ, ସବିତା, ମିନୁ ,ବେବୀ, ପୁତୁରା ରବୀନ୍ଦ୍ର ନାଥ ମିଶ୍ର, ଚନ୍ଦ୍ରମଣି ମିଶ୍ର , ତ୍ରୈଲୋକନାଥ ମିଶ୍ର, ରଞ୍ଜନ କୁମାର ମିଶ୍ର, କିଶୋର ମିଶ୍ର, ବିଜୟ ମିଶ୍ର, ସୁରେନ୍ଦ୍ର ନାଥ ମିଶ୍ର, ଉପେନ୍ଦ୍ର ନାଥ ମିଶ୍ର, ନାତୁଣୀ ଜ୍ବାଇଁ ଶଶାଙ୍କ ଶେଖର ପଣ୍ଡା, ସମ୍ୟକାନ୍ତ ଓତା, ବିଭୁ ପ୍ରସାଦ ନନ୍ଦ, ସରୋଜ ଦାଶ, ଦିଲିପ କୁମାର ପତି, ରଶ୍ମୀ ରଞ୍ଜନ ସୁଆର, ନିବାସ ଆଚାର୍ଯ୍ୟ, ନାତୁଣୀ କୁଲୁ ବେବିନା, ମାଉନି, ଲୁଲୁ, ଲିଜା, କଟି,ଗୁଲି, କୁନୁ, ରିଙ୍କୁ, କାଜଲ ନାତି ବୁବା,ସିଲୁ ,ନିଲୁ ଜଗନ, କୁଇନି, ରାଜା, ମୁନା ବାପି,, ନାତୁଣୀ ବୋହୂ ସୋନାଲି ମିଶ୍ର। ଅଣନାତି, ଓ ଅଣନାତୁଣୀ ଗ୍ରାମବାସୀ ବୁଦ୍ଧିଜୀବୀ ସମସ୍ତେ ଉପସ୍ଥିତ ରହି ସ୍ମୃତି ଚରଣ କରିଥିଲେ ।

Exit mobile version