ରାଜାବୀର ଘଟଣାରେ ପ୍ରଶାସନିକ ହସ୍ତକ୍ଷେପ ପାଇଁ ସାମାଜିକ ସଂଗଠନର ଦାବୀପତ୍ର !!!

0
168

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କୋମଳମତି ଶିଶୁ ରାଜବୀର ର ଚିକିତ୍ସା ପାଇଁ ହେଉଥିଲା କ୍ରାଉଡ ଫଣ୍ଡିଙ୍ଗ . ପିଲାଟିର ସ୍ୱାସ୍ଥ୍ୟବସ୍ଥା ଶୁଣି ଲୋକେ ଆହା କରିବା ସହିତ ବଢା଼ଉଥିଲେ ସହଯୋଗର ହାତ , ହେଲେ ଗତ ଏକ ସପ୍ତାହ ଧରି ସାମାଜିକ ଗଣମାଧ୍ୟମରେ ଆସୁଥିବା ବିଭିନ୍ନ ତଥ୍ୟ ଘଟଣାକୁ ଭିନ୍ନ ମୋଡ ଦେଲାଣି . ସମୟକ୍ରମେ ପୁରା ଘଟଣାଟି ଅପରାଧିକ ପୃଷ୍ଠଭୂମି ଆଡକୁ ଗତି କରୁଛି . ଏପରି ସ୍ଥିତିରେ ପ୍ରଶାସନ ତରଫରୁ ଘଟଣାରେ ହସ୍ତକ୍ଷେପ କରି ଶିଶୁ ର ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ ସହିତ ଟଙ୍କା ଆଦାୟ ଘଟଣାର ଯାଞ୍ଚ ପାଇଁ ଦାବୀ କରିଛି ସାମାଜିକ ସଂଗଠନ ଏଇତ ଜୀବନ .

LEAVE A REPLY

Please enter your comment!
Please enter your name here