Site icon Awaj Media

ବାଙ୍କୀ ଏନଏସି ଅଧ୍ୟକ୍ଷ ପଦ ଦୌଡରେ ସୁଷମା ମହାପାତ୍ର !!!

Spread the love

ବାଙ୍କୀ ( ବ୍ୟୁରୋ ରିପୋର୍ଟ ) – ଆୱାଜ ମିଡ଼ିଆ : ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଲଢେଇ ହେବାକୁ ଯାଉଛି ଜୋରଦାର . ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବାଙ୍କୀର ବିଶିଷ୍ଟ ସମାଜସେବୀ ତଥା ବାଙ୍କୀ କଂଗ୍ରେସର ପୂର୍ବତନ ନଗର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଙ୍କ ଧର୍ମପତ୍ନୀ ସୁଷମା ମହାପାତ୍ର , ବିଜୁ ଜନତା ଦଳରୁ ଇସ୍ତଫା ଦେଇ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ଯୋଗଦେବା ସହିତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି .

Exit mobile version