ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ରେ କାୟାକଳ୍ପ ଟିମ !!! Awaj Media 4 years ago Spread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ରେ କାୟାକଳ୍ପ ଟିମ . ନୟାଗଡ ଜିଲ୍ଲା ସ୍ଥିତ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି କାୟକଳ୍ପ ଟିମ ର ସଦସ୍ୟ !