ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ରେ ପ୍ରଥମ ଥର ଦାୟିତ୍ୱ ଗ୍ରହଣ କରି ଭତା ବଣ୍ଟନ କଲେ ନୂତନ ସରପଞ୍ଚ ସାରସଧର ସାହୁ l ଶ୍ରୀ ସାହୁ ଜିତିବା ପରେ ଘରକୁ ଘର ବୁଲି ପ୍ରଥମେ ପଞ୍ଚାୟତ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ l ପରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କାର୍ଯ୍ୟ ସମ୍ପାଦନ କରିଛନ୍ତି ନବ ନିର୍ବାଚିତ ସରପଞ୍ଚ l
ପ୍ରଥମ କାର୍ଯ୍ୟ ତୁଲାଇଲେ ନବ ନିର୍ବାଚିତ ସରପଞ୍ଚ !!!

