ପୌର ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡିର ସହର ଶୋଭାଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଗାମୀ ପୌର ନିର୍ବାଚନ ନିମନ୍ତେ ତଥା ଶାସକ ବିଜେଡିର ହାତମୁଠା କୁ ଟାଣ କରିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳ ତରଫରୁ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସଚୀ ନାୟକ , ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବରିଷ୍ଠ ନେତା ତଥା ହାଇଟେକ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ଯୁବନେତା ଇଂ ରୂପେଶ ପାଣିଗ୍ରାହୀ , ରାଜମାତା ସୁଶ୍ରୀ କଲ୍ୟାଣୀ ଗଜପତି ଦେବୀ , ପୌରପାଳିକା ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ନିର୍ମଳା ସେଠି ଓ ସମସ୍ତ ୱାର୍ଡ ର କାଉନ୍ସିଲର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *