Site icon Awaj Media

କୁନି ପିଲା ହାତରେ ଫୁଟିଲା ବାଣ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଖଣି ଅଞ୍ଚଳରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଯୁବକ ମାନେ ଆଜି ରଙ୍ଗ ମରାମରି ହୋଇ ବାଣ ଫୁଟାଇ ମହାଆଡ଼ମ୍ବରରେ ହୋଲି ଖେଳୁଥିବା ସମୟରେ କାଳିଆପାଣି ଥାନା ଅନ୍ତର୍ଗତ ଟାଟା ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ଶନିବାର ଦିବା 2 ଘଟିକା ସମୟରେ ଏକ ଅଫୁଟା ବାଣକୁ ରଂଶୋଳ ପଞ୍ଚାୟତ ଅନ୍ତର୍ଗତ କାଟେପୂର୍ତ୍ତିନଗରର ବାସିନ୍ଦା ମାଟୁ ପିଙ୍ଗୁଆଙ୍କ ପୁଅ ରାଜୁ ପିଙ୍ଗୁଆ ହାତରେ ଧରି ଦେଖୁଥିବା ସମୟରେ ବାଣଟି ହଠାଥ ରାଜୁ ପିଙ୍ଗୁଆ ହାତରେ ଫାଟିବାରୁ ଘଟଣାସ୍ଥଳରେ ରାଜୁ ପିଙ୍ଗୁଆ ଗୁରୁତର ଆହତ ହୋଇଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ରାଜୁ ପିଙ୍ଗୁଆ ଆହତ ଅବସ୍ଥାର ଉଦ୍ଧାର କରି ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭାର୍ତ୍ତି କରେଇ ଚିକିତ୍ସା କରିଥିବା ପରେ ରାଜୁ ପିଙ୍ଗୁଆଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ରାଜୁ ପିଙ୍ଗୁଆଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ସରକାରୀ 108 ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିବା ସୂଚନା ମିଳିଛି

Exit mobile version