ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ ରେ ହାଜର କରିଥିଲା ପୁଲିସ . ମାନ୍ୟବର ଅଦାଲତ ଟ୍ରାଞ୍ଜିଟ ଅନୁମତି ଦେବା ପରେ ପୁଲିସ ର କଡା ସୁରକ୍ଷା ମଧ୍ୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ବାଣପୁର ଜେଏମଏଫସି ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା ।
ବାଣପୁର ସବ ଜେଲ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ !!!

