ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟ୍ରକ କୁ ପିଟିଲା ଟ୍ରକ , ଦୁଇ ଗୁରୁତର . ଗୁରୁତର ଙ୍କୁ ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଡ୍ସ ସମ୍ମୁଖରେ । ସୂଚନା ଅନୁସାରେ ଫାଲକନ ଫିଡ୍ସ ସମ୍ମୁଖରେ ଠିଆ ହୋଇ ରହିଥିବା ଏକ ଆଇରନ ବୋଝେଇ ଟ୍ରକ ପଛ ପଟକୁ ଧକ୍କା ଦେଇଥିଲା ଆଉ ଏକ ଅଣ୍ଡା ବୋଝେଇ ଟ୍ରକ . ଧକ୍କା ଦେଇଥିବା ଟ୍ରକ ଆନ୍ଧ୍ର ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା . ଏଥିରେ ଦୁଇଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ତଳରେ କୁହୁଡ଼ି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ପହଞ୍ଚି ରାସ୍ତା ସ୍ୱାଭାବିକ କରିବା ସହ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଟାଙ୍ଗି ମେଡିକାଲ ପହଞ୍ଚାଇବା ଜଣା ପଡ଼ିଛି !
ଟାଙ୍ଗି ଫାଲକନ ଫିଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା : ଜଣେ ମୃତ ଆଉ ଜଣେ ଗୁରୁତର !!!

