Site icon Awaj Media

ନୟାଗଡ଼ ଓକିଲ ସଂଘର ନିର୍ବାଚନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ସଭାପତି ଭାବେ ଆଡ଼ଭୋକେଟ ଦଣ୍ଡପାଣି ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଆଡ଼ଭୋକେଟ ସ୍ୱଦେଶ ମିଶ୍ର ନିର୍ବାଚିତ ହୋଇଛନ୍ତି ।

 

Exit mobile version