Site icon Awaj Media

ଉପରକୋଇଲ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣା : ଜଣେ ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଉପରକୋଇଲ ଗ୍ରାମ ର ଶିବମ ପ୍ରଧାନ ନାମକ ବ୍ୟକ୍ତି ଗ୍ରାମର ଜୈନିକ ଲୋକ ସହିତ ଗ୍ରାମ ପାଖ ଦୋକାନ କୁ ଯାଇ ଘରକୁ ଫେରୁଥିବା ବେଳେ ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ଅଧୀନସ୍ଥ ଉପରକୋଇଲ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ବାଇକ ରୁ ଖସିପଡି ଆହତ ହୋଇଛନ୍ତି . ତାଙ୍କୁ ପରିବାର ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।

Exit mobile version