ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡିଆ ଟୋଲ ଗେଟ ଛକ ପାଖ ମୁଖ୍ୟ ରାସ୍ତାରେ ରାତି ପ୍ରାୟ ୯ ଘଟିକା ସମୟରେ ଏକ ଡ୍ରମ୍ଫର୍ ( ନଂ – OR – 09 – G 6276 ) ଭାରସାମ୍ୟ ହରାଇ ଓଲଟି ଯିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛି . ଡ୍ରାଇଭର ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ ।
ବାରଗଡିଆ ଟୋଲ ଗେଟ ଛକ ପାଖ ମୁଖ୍ୟ ରାସ୍ତାରେ ଡ୍ରମ୍ଫର୍ ଓଲଟି ଡ୍ରାଇଭର ଗୁରୁତର !!!

