Site icon Awaj Media

ବହୁବିଧ ସେବା ମାଧ୍ୟମରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ମାଟିର କୃତି ସନ୍ତାନ , ସ୍ତମ୍ଭକାର ତଥା ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ବହୁ ବିଧ ସେବାକାର୍ଯ୍ୟ ମାଧ୍ୟମରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ନିଜ ଅଂଚଳର ବିକାଶ ଦିଗରେ ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି ସାଧାରଣ ଜନତା ।

Exit mobile version