Site icon Awaj Media

ସ୍ୱାଧ୍ୟାୟ ପରିବାର ପକ୍ଷରୁ ଶ୍ରୀରାମ ନବମୀ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଶ୍ରୀରାମ ନବମୀ ଉପଲକ୍ଷେ ପରମ ପୂଜ୍ୟ ପାଣ୍ଡୁରଙ୍ଗ ଶାସ୍ତ୍ରୀ ଆଠୱଲେଙ୍କ ପ୍ରେରିତ ସ୍ୱାଧ୍ୟାୟ ପରିବାରର ଭାଇ ଭଉଣୀ ମାନେ ସ୍ଥାନୀୟ ଶ୍ରୀରାମ ବ୍ରହ୍ମପୁର ଠାରେ ପ୍ରାତଃ କାଳରେ ଏକତ୍ରିତ ହୋଇ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଗାଁ ଗାଁ ବୁଲି ପ୍ରଭାତ ଫେରି କରିଥିଲେ ଓ ବୈଦିକ ସଂସ୍କୃତିର ବାର୍ତ୍ତା ବାଣ୍ଟିଥିଲେ । ୪୨ମୌଜାର ବିଭିନ୍ନ ଗାଁ ରୁ ଯୋଗ ଦେଇଥିବା ୨୫ ରୁ ୩୦ ସ୍ୱାଧ୍ୟାୟୀଙ୍କ ମଧ୍ୟରେ ପ୍ରମୁଖ ହେଲେ କୃଷ୍ଣଚନ୍ଦ୍ର ଦାଶ, ମିଟୁ ବେହେରା, ଦୀପକ ଆଚାର୍ଯ୍ୟ, ରବି ପ୍ରଧାନ, ସବିତା ଦାଶ, ସନ୍ତୋଷ ଦାଶ, ସୁସିଲ ସାହୁ, ରାଜା ଷଡ଼ଙ୍ଗୀ, ସଙ୍କଳନ ବେହେରା, ସରୋଜିନୀ ଦାଶ, ପୂଣ୍ଣିମା ଆଚାର୍ଯ୍ୟ, ଶିବା ଦାଶ, କରୁଣାକର ଦାଶ, ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version