Site icon Awaj Media

ଜଗାବଳିଆ ୟୁଥ୍ ଆସୋସିଏସନ୍ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଅବସରରେ ଜଳଛତ୍ର ସେବା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ବରାଳ ଗ୍ରାମର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ସଂଗଠନ ଜଗାବଳିଆ ୟୁଥ୍ ଆସୋସିଏସନ୍ ପକ୍ଷରୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଜଳଛତ୍ର ସେବା କାର୍ଯ୍ୟକ୍ରମ କରାଯାଇଛି । ଏହି ମହତ୍ ସେବାକର୍ମରେ ନରେଶ ପ୍ରଧାନ, ପ୍ରଦୀପ୍ତ କୁମାର ଲେଙ୍କା, ସୁରେଶ ଚନ୍ଦ୍ର ପ୍ରଧାନ, ସନ୍ଦୀପ କୁମାର ମହାନ୍ତି, ସୁମିତ୍ କୁମାର ଲେଙ୍କା, ନୀତେଶ କୁମାର ସ୍ୱାଇଁ , ସୌମ୍ୟ ରଂଜନ ବେଉରା, ବିଶ୍ଵ ରଂଜନ ବେହେରା, ପଙ୍କଜ ସ୍ଵାଇଁ, ପ୍ରତୀକ ରାଜବଂଶ, ଶୁଭ୍ରଜିତ୍ ବେଉରା, ସମ୍ବିତ ବେଉରା, ଶକ୍ତିରଞ୍ଜନ ବେହେରା, ଜନ୍ମେଜୟ ବେହେରା, ଚିତ୍ତ ରଞ୍ଜନ ଲେଙ୍କା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ ।

Exit mobile version