Site icon Awaj Media

ବରାଳ ଗାଁ କଲ୍ୟାଣ ସମିତି ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ !!!

Spread the love

କଟକ ସଦର ( ଆଓ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ବରାଳ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ସମିତିର ଆବାହିକା ନିରୁପମା ଶତପଥୀ, ସଭାପତି ସନ୍ତୋଷ କୁମାର ସାହୁ, ନାୟାବ ସରପଞ୍ଚ ଅମିତା ସାହୁ , ଅଙ୍ଗନବାଡି କର୍ମୀ ଶ୍ୱେତାଲିନି ବେହେରା , ସସ୍ମିତା ପ୍ରଧାନ, ଆଶାକର୍ମୀ ଲକ୍ଷ୍ମୀପ୍ରିୟା ଭୋଇ, ମାନସୀ ଦାସ, ଅଙ୍ଗନବାଡି ସହାୟିକା କାମଲତା ହାତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version