କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହରର ଟାଉନ ହଲ ଠାରେ ” ଡ୍ୟାନ୍ସ କା ଜଲୱା ” ନାମକ ଏକ ରିଆଲିଟି ସୋ ପାଇଁ ଅଡିସନ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ ନୃତ୍ୟ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରି ପ୍ରତିଯୋଗୀ ମାନେ ଦର୍ଶକଙ୍କ ହୃଦୟକୁ ଜିତିବା ପାଇଁ ଚେଷ୍ଟା କରିଥିଲେ । ଆଗାମୀ ଦିନରେ ଏକ ଘରୋଇ ଟିଭି ରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ ।
କଟକ ଟାଉନ ହଲ ଠାରେ ” ଡ୍ୟାନ୍ସ କା ଜଲୱା ” ର ଅଡିସନ ଅନୁଷ୍ଠିତ !!!

