Site icon Awaj Media

କେରାଣ୍ଡି ମହୋତ୍ସବରେ ଯୋଗଦେଲେ ଡକ୍ଟର ତିରୁପତି ପାଣିଗ୍ରାହୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମର ରାଧା ଗୋବିନ୍ଦ ମଠରେ ଆଜି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ହାଇଟେକ ମେଡ଼ିକାଲ ର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ , ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଗୋଶାଣି ବ୍ଳକ ଅଧ୍ୟକ୍ଷ ଏନ.ବିରା ରାଜୁ ଓ ବରିଷ୍ଠ ନେତା ଗଜପତି ରାଓ ,କେରାଣ୍ଡି ସରପଞ୍ଚ ଏରୁସୁ ଦଣ୍ଡପାଣି ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିଲେ । ଏହି ମହୋତ୍ସବ ରାଧା ଗୋବିନ୍ଦ ମଠର ମହନ୍ତ ଦାମୋଦର ଦାସଜୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Exit mobile version