Site icon Awaj Media

ପୋକଷୁଙ୍ଗା ରେ ଅନୁଷ୍ଠିତ ହୋଇଯାଇଛି ଯନ୍ତାଳ ପର୍ବ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ର ପୋକଷୁଙ୍ଗା ଗ୍ରାମରେ ବଡ଼ ଧୁମ ଧାମ ରେ ଯନ୍ତାଳ ପର୍ବ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ମୁଖ୍ୟ ଅତିଥି ରୂପେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ସମାଜସେବୀ ଶଙ୍କର୍ଷଣ ବେହେରା ଯୋଗ ଦେଇଥିବା ବେଳେ ପାରାଢିପି ସରପଞ୍ଚ ବିଭୁତି ଭୂଷଣ ପ୍ରଧାନ, ଯାକେଡ଼ା ସମିତି ସଭ୍ୟ ଶ୍ରୀମତୀ ପ୍ରଭାତୀ ପ୍ରଧାନ, ଗ୍ରାମ ସଭାପତି ବାଳକୃଷ୍ଣ ପ୍ରଧାନ ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ll

Exit mobile version