Site icon Awaj Media

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳଛତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଲେଜ ଛକ ନିକଟରେ ଜଳଛତ୍ର ଖୋଲା ଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବଂ ମାନ୍ୟବର ବିଧାୟକ ତଥା ରାଜ୍ୟ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ବିଶ୍ୱଜିତ ତ୍ରିପାଠୀ ଙ୍କ ନେତୃତ୍ୱରେ ଜଳଛତ୍ର ଉଦଘାଟନ ହୋଇଥିଲା । ଏଥିରେ ଦହି ପଣା ବଣ୍ଟନ ହୋଇଥିଲା , ଏଥିରେ ଯୋଗ ଦେଇଥିଲେ ରାଜଜେମା ସୁଶ୍ରୀ କଲ୍ୟାଣି ଗଜପତି, ବରିଷ୍ଠ ନେତା ଲକ୍ଷ୍ମୀ ପରିଚ୍ଛା, ଯୁବ ସଭାପତି ଏସ ଲିଙ୍ଗରାଜ, ପାରଳାଖେମୁଣ୍ଡି ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ ଓ ୱାର୍ଡ ର କାଉନସିଲର, ବରିଷ୍ଠ ନେତା ସୁଜିତ ଦାଶ, ମୋ ପରିବାରର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ଜମାଦାର ପଟ୍ଟନାୟକ ଓ ବହୁ ଛାତ୍ର ନେତା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Exit mobile version