Site icon Awaj Media

ଅନୁଗୁଳ ରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଆଗରୁ ସେ ସବ୍ ରେଜିଷ୍ଟାର ଠାରୁ ଆରମ୍ଭ କରି ସହକାରୀ ଉପ-ଜିଲ୍ଲାପାଳ ଭାବେ ତାଙ୍କ ଦାୟିତ୍ୱ ତୁଲାଇ ଆସିଛନ୍ତି । ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥି ଅବସର ନେବା ପରେ ଶ୍ରୀ ଦିପ୍ଏହି ନୁଆ ଦାୟିତ୍ୱ ନେଇଛନ୍ତି । ଶ୍ରୀ ଦିପ୍ ଙ୍କୁ ଏହି ନୂଆ ନିଯୁକ୍ତି ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସ୍ୱାଗତ କରାଯାଇଛି ।

Exit mobile version