ଯୁବବନ୍ଧୁ ସତସଂଘ ପରିବାର ପକ୍ଷରୁ ଜଳଛତ୍ର ଉଦଘାଟିତ !!! Awaj Media 4 years ago Spread the loveଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ପଞ୍ଚାୟତର ଅରପୁର ଗ୍ରାମରେ ଯୁବବନ୍ଧୁ ସତସଂଘ ପରିବାର ତରଫରୁ ଏକ ଜଳଛତ୍ର ଖୋଲା ଯାଇଛି .