Site icon Awaj Media

ବଢ଼ିଲା ବାରବାଟୀ ଟିକେଟ ଦର : ଜୁନ ୧ ରୁ ଟିକେଟ୍ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବଢ଼ିଲା ବାରବାଟୀ ଟିକେଟ ଦର , ଜୁନ ୧ ରୁ ମିଳିବ ଟିକେଟ୍ . ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ମିଳିଲା ଅନୁମତି . ଗ୍ୟାଲେରୀ ନମ୍ବର ୧, ୩ ଓ ୫ର ଟିକେଟ ଦର ୯୦୦ ଟଙ୍କା । ୨ ଓ ୪ ନମ୍ବର ଗ୍ୟାଲେରିର ଟିକେଟ ଦର ୭୦୦ , ୭ ନମ୍ବର ଗ୍ୟାଲେରିର ଦର ୬୦୦, ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିଅନ୍ ୮୦୦୦, କର୍ପୋରେଟ ବକ୍ସ ୧୨ ହଜାରକୁ ବୃଦ୍ଧି ପାଇଥିବା ଜଣାଯାଇଛି । Paytmରେ ବିକ୍ରି ହେବ ୫୦୦୦ ଟିକେଟ୍ ।

Exit mobile version