Site icon Awaj Media

ସରକାରୀ ବିଦ୍ୟାଳୟ ବାଲିପଟ୍ଟା ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ସରକାରୀ ବିଦ୍ୟାଳୟ ବାଲିପଟ୍ଟା ସ୍କୁଲ୍ ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଉକ୍ତ ବିଦ୍ୟାଳୟ ର ପୁରାତନ ଛାତ୍ର ସ୍ଥାୟୀ ସଭାପତି ତଥା ଭୁବନେଶ୍ୱର ରେ କାର୍ଯ୍ୟରତ ଏସିପି ମାନସ ରଞ୍ଜନ ଗଡ଼ନାୟକ ଙ୍କ ଅଧ୍ୟକ୍ଷତା ରେ ସୁବର୍ଣ୍ଣ ଜୟନ୍ତୀ ର ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ କରଯାଇଥିଲା l ଆସନ୍ତା ଜାନୁଆରୀ ମାସରେ ସୁବର୍ଣ୍ଣ ଜୟନ୍ତୀ ଆୟୋଜନ କରିବାକୁ ସର୍ବ ସମ୍ମତି କ୍ରମେ ପ୍ରକାଶ କରାଯାଇଥିଲା l ଉକ୍ତ ବୈଠକ ରେ ଖଗେଶ୍ବର ସାହୁ, ଟୁନା ଗଡନାୟକ, ସୁଦିପ୍ ଗଡ଼ନାୟକ, ଆନନ୍ଦ ଗଡନୟକ, ରମାକାନ୍ତ ଗଡ଼ନାୟକ, ହାରାମ ବେହେରା, ଶରତ ଚନ୍ଦ୍ର ପ୍ରଧାନ, ମଦନମୋହନ ଗଡ଼ନାୟକ, ଶିଶିର ଗଡ଼ନାୟକ, ସଞ୍ଜୟ ସାହୁ, ମାନେଶ୍ଵର ସାହୁ, ସନ୍ତୋଷ ପ୍ରଧାନ, ମାଧବ ପ୍ରଧାନ, ଲମ୍ବୋଦର ସାହୁ, ସୁମନ ସାହୁ, ଟିକନ ସେଠୀ, ସୁନୀଲ ଗଡନାୟକ, ଶାନ୍ତନୁ ସାହୁ, ବରୁଣ ସାହୁ, ଆକାଶ ନନ୍ଦ, ବଳରାମ ପ୍ରଧାନ, ବାପୁଜୀ ପ୍ରଧାନ, ଲକି ଗଡନାୟକ, ଟିଟୁ ସାହୁ, ଲିକୁ ସାହୁ ପ୍ରମୁଖ ଛାତ୍ର ଉପସ୍ଥିତ ଥିଲେ l

Exit mobile version