Site icon Awaj Media

ମାଣିକପାଟଣା ହାଟଛକ ରେ ଡ୍ରାମାଟିକ କ୍ଲବର ସାଂସ୍କୃତିକ କାର୍ଯ୍ୟକ୍ରମ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମପଞ୍ଚାୟତ ର ମାଣିକପାଟଣା ହାଟଛକ ଠାରେ , ନିୟୁ ଡ୍ରାମାଟିକ ଡ୍ରାମା କ୍ଲବ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ l ଅନ୍ୟାନ୍ୟ ଅତିଥି ରୂପେ ନୂଆଗାଁ ବ୍ଲକ ଅଧକ୍ଷ୍ୟl ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପଧାକ୍ଷ ପର୍ଶୁରାମ ସ୍ୱାଇଁ, ନୟାଗଡ ଜିଲାର ଜଣାଶୁଣା ଶିଳ୍ପପତି ସୂର୍ଯ୍ୟ ନାରାୟଣ ସାହୁ , ନୂଆଗାଁ ବ୍ଲକ ବିଜେଡି ଯୁବ ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ସରପଞ୍ଚ ଆରତୀ ସେଠୀ , ସମିତି ମିତା ଅଧିକାରୀ ଉପସ୍ଥିତ ରହିଥିଲେ . ମଞ୍ଚ କୁ ପରିଚାଳନା କରିଥିଲେ ବାହାଡାଝୋଲା ବିଜେଡି ଯୁବ ସଭାପତି ସୁଶାନ୍ତ କୁମାର ପରିଆରି l

 

Exit mobile version