Site icon Awaj Media

ବିଦ୍ୟୁତ ଚଳିତ ବାଇକ ସୋରୁମ୍ ଉଦଘାଟନ କଲେ କଳିଙ୍ଗନଗର ଥାନା ଭାରପ୍ରାପ୍ତ ଅଧିକାରୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦେଶ ତଥା ରାଜ୍ୟରେ ଏବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ ହେଉଥିବା ବେଳେ ପେଟ୍ରୋଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବଢ଼ିବାରେ ଲାଗିଛି ବିଦ୍ୟୁତ ଚଳିତ ବାଇକ ର ଚାହିଦା . କଳିଙ୍ଗନଗର ଠାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଯୁବକ ସ୍ଵର୍ଣ୍ଣଜିତ ନାୟକଙ୍କ ପ୍ରଚେଷ୍ଟାରେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାରେ ସହାୟକ ବିଦ୍ୟୁତ୍ ଚାଳିତ ବାଇକ୍ ର ନୂତନ ସୋରୁମ ଖୋଲାଯାଇଛି . କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ ଯୋଗଦେଇ ସୋରୁମ କୁ ଉଦଘାଟନ କରିଥିଲେ ।

Exit mobile version