ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୃପାଳୁ ସଂକୀର୍ତ୍ତନ ଗୃପ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ମାନେ ଯୋଗଦେଇ ସାଧନା କରିଥିଲେ l ଏଥିରେ ଅରୁଣା ଦିଦିଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l ପ୍ରଥମେ ଜଗତଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଆରତୀ ପରେ ବାଳ ସାଧନା କାର୍ଯ୍ୟକ୍ରମ ସହ ଗୁରୁ ପୂର୍ଣ୍ଣିମା ବିଷୟରେ ଆଲୋଚନା ହୋଇଥିଲା l
କୃପାଳୁ ସଂକୀର୍ତ୍ତନ ଗୃପ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ !!!

