Site icon Awaj Media

ଆରିକମା ସେବା ସମବାୟ ସମିତି ନିର୍ବାଚନରେ ମେଣ୍ଟର ବିଜୟ : ସଭାପତି ଚୟନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ସେବା ସମବାୟ ସମିତିରେ ମେଣ୍ଟ ସଫଳତା ହାସଲ କରି ବିଜୟ ଲାଭ କରିଛି . ସଭାପତି ଭାବେ ଶରତ ପରିଡାଙ୍କୁ ମନୋନୀତ କରାଯାଇଛି । ଏଥିରେ ସରପଞ୍ଚଙ୍କ ସମର୍ଥିତ ପ୍ରାର୍ଥୀ ମାନେ ଶୋଚନୀୟ ଭାବରେ ପରାଜୟ ବରଣ କରିଛନ୍ତି । ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ସହିତ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version