Site icon Awaj Media

ମହିଳା କଲେଜ ପରିସରରେ ଆଣ୍ଟି ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ମହିଳା କଲେଜ ପରିସରରେ ଆଣ୍ଟି ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଆଲୋକ ପ୍ରଧାନ ଓ ଡେପୁଟି କଲେକ୍ଟର ଜୁବୁଲି ବେହେରା ଉପସ୍ଥିତ ରହି ଦୁଇ କଲେଜର ଛାତ୍ରୀ ମାନଙ୍କୁ ରାଗିଙ୍ଗ ବିଷୟରେ ସଚେତନ କରାଇଥିଲେ . ମହା ବିଦ୍ୟାଳୟ ଗୋଟିଏ ମନ୍ଦିର ବୋଲି କହିଥିଲେ . ଏହି କାର୍ଯ୍ୟକ୍ରମକୁ ଯୁକ୍ତ ତିନି ର ଅଧ୍ୟକ୍ଷା ଡ଼ ରୀନା ସାହୁ ପରିଚାଳନା କରିଥିବା ବେଳେ ଯୁକ୍ତ ଦୁଇ ର ଅଧ୍ୟକ୍ଷ ଡ଼ ମହେନ୍ଦ୍ର ରଇତ ଧନ୍ୟବାଦ ଅର୍ପଣ କରିଥିଲେ . କାର୍ଯ୍ୟକ୍ରମରେ ଦୁଇ ମହାବିଦ୍ୟାଳୟର ଅଧ୍ୟାପକ / ଅଧ୍ୟାପିକା / ସମସ୍ତ କର୍ମଚାରୀ ଓ ଛାତ୍ରୀ ଉପସ୍ଥିତ ଥିଲେ .

Exit mobile version