Site icon Awaj Media

ବାହୁଡା ଯାତ୍ରାରେ ଯୁବ ବ୍ୟବସାୟୀଙ୍କ ଖେଚୁଡ଼ି ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବାହୁଡା ଯାତ୍ରାରେ ଯୁବ ବ୍ୟବସାୟୀ ମାନେ ବଡ଼ ଦାଣ୍ଡ ନିକଟରେ ଅନ୍ନ ଖେଚୁଡ଼ି ସହ ପାନୀୟ ଜଳର ବଣ୍ଟନ କରିଥିବାର ଦେଖିବାକୁ ମିଳିଛି । ବାହୁଡ଼ା ଯାତ୍ରା ହୋଇ ଥିବାରୁ ପୁର ପଲ୍ଲୀ ରୁ ଭକ୍ତଙ୍କ ସୁଅ ଛୁଟିଥିଲା , ଭକ୍ତଙ୍କ ସେବା ସକାଶେ ଏହି ଭଳି କାର୍ଯ୍ୟକ୍ରମ କରିଥିବାର ଜଣା ପଡିଛି ।

Exit mobile version