Site icon Awaj Media

କାଳିକାପ୍ରସାଦ ସେବା ସମବାୟ ସମିତିର ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଞ୍ଚାୟତର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହଙ୍କ ନେତୃତ୍ୱରେ ରାଧାକାନ୍ତପୁର ପଞ୍ଚାୟତର କାଳିକା ପ୍ରସାଦ ସେବା ସମବାୟ ସମିତିର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସଦସ୍ୟ ମାନଙ୍କୁ ଫୁଲହାର ପିନ୍ଧାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version