Site icon Awaj Media

ବିଦ୍ୟୁତ୍ ତାର ଛିଣ୍ଡି ଯାଇ ତିନି ଜଣ ଗୁରୁତର ଆହତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ବିଦ୍ୟୁତ୍ ତାର ଛିଣ୍ଡି ଯାଇ ତିନି ଜଣ ଗୁରୁତର ଆହତ !! କଟକ ରେହେମାନ ଛକରେ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବେଳେ ଘଟିଲା ଅଘଟଣ !! କଟକ ରେହେମାନ୍ ଛକରେ ବିନା ବିଦ୍ୟୁତ କାଟରେ ଉଚ୍ଛେଦ ଯୋଗୁ ଘଟିଲା ବଡ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାରି ଜଣ ଆହତ ।
ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ତିନି ଜଣ ଗୁରୁତର ଆହତ ହୋଇଥିବାର ସୂଚନା !! କଟକ ରେହେମାନ ଛକରେ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବେଳେ ଅଘଟଣ !! ଆହତ ମହାନଗର ନିଗମର କର୍ମଚାରୀ ମାନଙ୍କ ଚିକିତ୍ସା ଚାଲିଛି !!

Exit mobile version