Site icon Awaj Media

ସଂକ୍ରମିତ ଅଞ୍ଚଳ ଗସ୍ତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସଂକ୍ରମିତ ଅଞ୍ଚଳ ଗସ୍ତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ . ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋହନା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ର ଗ୍ରାମ ଗୋବିନ୍ଦପୁର ରେ ଯେଉଁ ଝାଡ଼ାବାନ୍ତି ରେ ସଂକ୍ରମିତ ହୋଇ ଏକ ଶିଶୁ କନ୍ୟା ମୃତ୍ୟୁ ବରଣ କରିବା ସଙ୍ଗେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି , ତାହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି . ତିରୁପତି ରାଓ ଏବଂ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଓ ଚନ୍ଦ୍ରଗିରି ଜୋନ୍ ଜିଲ୍ଲା ପରିଷଦ ସୁନୀଲ କୁମାର ବିଷୋୟୀ, ମୋହନା ଜିଲ୍ଲା ପରିଷଦ ଚନ୍ଦ୍ର କୁମାର ମଲ୍ଲିକ ଭ୍ରମଣ କରି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଗୋବିନ୍ଦପୁର ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ମୋହନା ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀ ମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ଡକ୍ଟର ମାନଙ୍କୁ ତୁରନ୍ତ ଏହାର କିଛି ଉପଚାର କରିବା ପାଇ ପରାମର୍ଶ ଦେଇଥିଲେ ।

 

Exit mobile version