Site icon Awaj Media

ବାଙ୍କୀ ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧି : ତାତିଲେ ବ୍ୟବସାୟୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧିକୁ ବିରୋଧ କରି ବନ୍ଦ ଡାକରା . ବାଙ୍କୀ କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା, ସମର୍ଥନ କରୁଛି ବ୍ୟବସାୟୀ ସଂଘ . ପ୍ରଭାବରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ .

 

Exit mobile version